ଡାକ୍ତରଙ୍କ ଲାଞ୍ଚ ନେବା ଘଟଣା ର ଭିଡ଼ିଓ ଭାଇରଲ,ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫେଲ ମାରିଛି ୫ଟି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପତ୍ର ରେ ଡାକ୍ତର ଦସ୍ତଖତ କରିବାକୁ ନେଉଛନ୍ତି ଲାଞ୍ଚ। ଆଉ ଏହାର ଏକ ଭିଡ଼ିଓ ସୋସିଆଲ ମେଡିଆ ରେ ଭାଇରଲ ହୋଇଛି। ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ଦସ୍ତଖତ କରୁନାହାନ୍ତି। ପ୍ରତି ଦସ୍ତଖତ ପିଛା ୧୦୦ ଓ ୨୦୦ ଟଙ୍କା ନିଆଯାଉଛି। ଏହି … Continue reading ଡାକ୍ତରଙ୍କ ଲାଞ୍ଚ ନେବା ଘଟଣା ର ଭିଡ଼ିଓ ଭାଇରଲ,ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ